ଭୁବନେଶ୍ବର,ତା-୦୬/୦୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୩୦,୯୨୧ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୨୬,୭୭୮, ଚିକିତ୍ସିତ ସଂଖ୍ୟା ୨,୨୦୩ ମୃତ ସଂଖ୍ୟା ୧,୮୮୭ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୧ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୨,୭୯୪, ସୁସ୍ଥ ସଂଖ୍ୟା ୫୨,୩୩୭,ଚିକିତ୍ସିତ ସଂଖ୍ୟା ୧୨୧ ଏବଂ ମୃତ ସଂଖ୍ୟା ୩୨୬ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨୩୧ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୧ ବୋଲି ଜଣାପଡିଛି ।