ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୧୯ ।

0 1,085

ଭୁବନେଶ୍ବର,ତା-୦୧/୦୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୯,୮୬୬ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୨୫,୪୩୨, ଚିକିତ୍ସିତ ସଂଖ୍ୟା ୨,୫୦୫ ମୃତ ସଂଖ୍ୟା ୧,୮୭୬ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୯ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୨,୭୨୫, ସୁସ୍ଥ ସଂଖ୍ୟା ୫୨,୨୪୭,ଚିକିତ୍ସିତ ସଂଖ୍ୟା ୧୪୭ ଏବଂ ମୃତ ସଂଖ୍ୟା ୩୨୪ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨୪୫ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୯ ବୋଲି ଜଣାପଡିଛି ।

Leave A Reply

Your email address will not be published.