କଟକ,ତା-୦୧/୦୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୯,୮୬୬ ରେ ପହଞ୍ଚିଦଛି, ସୁସ୍ଥ ସଂଖ୍ୟା ୩,୨୫,୪୩୨, ଚିକିତ୍ସିତ ସଂଖ୍ୟା ୨,୫୦୫, ମୃତ ସଂଖ୍ୟା ୧,୮୭୬ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୫ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୮,୭୬୯, ସୁସ୍ଥ ସଂଖ୍ୟା ୨୮,୪୦୫,ଚିକିତ୍ସିତ ସଂଖ୍ୟା ୨୨୧, ମୃତ ସଂଖ୍ୟା ୧୩୯ ଏବଂ ଅନ୍ଯ ମୃତ ସଂଖ୍ୟା ୦୪ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨୪୫ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୫ ବୋଲି ଜଣାପଡିଛି ।