ଭୁବନେଶ୍ବର,ତା-୧୬/୧୨(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୪,୭୯୬ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୧୯,୮୫୦, ଚିକିତ୍ସିତ ସଂଖ୍ୟା ୩,୦୭୩ ମୃତ ସଂଖ୍ୟା ୧,୮୨୦ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୪୬ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୫୨,୨୨୪, ସୁସ୍ଥ ସଂଖ୍ୟା ୫୧,୬୦୨,ଚିକିତ୍ସିତ ସଂଖ୍ୟା ୩୦୧ ଏବଂ ମୃତ ସଂଖ୍ୟା ୩୧୧ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୪୦୭ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୪୬ ବୋଲି ଜଣାପଡିଛି ।