କପିଳେଶ୍ବର ପଟ୍ଟନାୟକ ଗଞ୍ଜାମ ଓକିଲ ସଂଘ ସଭାପତି ନିର୍ବାଚିତ ।

0 360

ବ୍ରହ୍ମପୁର,୧୨/୧୨;ଗଞ୍ଜାମ ଓକିଲ ସଂଘର ନିର୍ବାଚନ ଶେଷ ହୋଇଛି ।ସଭାପତି ଭାବରେ କପିଳେଶ୍ବର ପଟ୍ଟନାୟକ,ଉପସଭାପତି ଭାବେ ବସନ୍ତ ରାଉତ,ସମ୍ପାଦକ ଭାବେ ରାମକୃଷ୍ଣ ମହାରଣା ଓ ସହ ସମ୍ପାଦକ ଭାବେ ଶ୍ରୀଧର ସାହୁ ନିର୍ବାଚିତ ହୋଇଛନ୍ତି ।

Leave A Reply

Your email address will not be published.