କଟକ,ତା-୧୧/୧୨(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୨୩,୦୨୯ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୧୭,୮୭୦, ଚିକିତ୍ସିତ ସଂଖ୍ୟା ୩,୩୦୮, ମୃତ ସଂଖ୍ୟା ୧,୭୯୮ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୯ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୮,୩୧୨, ସୁସ୍ଥ ସଂଖ୍ୟା ୨୭,୯୦୭,ଚିକିତ୍ସିତ ସଂଖ୍ୟା ୨୬୪, ମୃତ ସଂଖ୍ୟା ୧୩୭ ଏବଂ ଅନ୍ଯ ମୃତ ସଂଖ୍ୟା ୦୪ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩୮୭ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୯ ବୋଲି ଜଣାପଡିଛି ।