କଟକ,ତା-୨୭/୧୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୩,୧୭,୨୩୯ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୩,୦୮,୮୩୯, ଚିକିତ୍ସିତ ସଂଖ୍ୟା ୬,୬୨୯, ମୃତ ସଂଖ୍ୟା ୧,୭୧୮ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୫୫ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୭,୯୩୩, ସୁସ୍ଥ ସଂଖ୍ୟା ୨୭,୨୬୧,ଚିକିତ୍ସିତ ସଂଖ୍ୟା ୫୩୪, ମୃତ ସଂଖ୍ୟା ୧୩୪ ଏବଂ ଅନ୍ଯ ମୃତ ସଂଖ୍ୟା ୦୪ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୫୯୪ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୫୫ ବୋଲି ଜଣାପଡିଛି ।