ଯଖପୁରା ସରକାରୀ ଉଚ୍ଚ ବିଦ୍ୟାଳୟ ପରିଦର୍ଶନ କଲେ ବିଧାୟକ ।

0 416

ଯାଜପୁର,୦୯/୧୧(ପିପିଟି); ଦାନଗଦି ବ୍ଲକ ଯଖପୁରା ସରକାରୀ ଉଚ୍ଚ ବିଦ୍ୟାଳୟରେ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ନିଆ ଯାଉଥିବା ପଦକ୍ଷେପର ଅଗ୍ରଗତି ଜାଣିବା ପାଇଁ ସ୍କୁଲ ପରିଦର୍ଶନ କରିଛନ୍ତି ବିଧାୟକ ପ୍ରୀତିରଞ୍ଜନ ଘଡ଼ାଇ। ସ୍ମାର୍ଟ କ୍ଲାସ ଏବଂ ଲାଇବ୍ରେରୀ ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲେ ମଧ୍ୟ ଏଯାଏଁ ତାହା କାର୍ଯ୍ୟକ୍ଷମ ହୋଇନାହିଁ। ସେହିପରି ନୂତନ କ୍ଲାସ ଗୃହ ନିର୍ମାଣ କାର୍ଯ୍ୟ ଶୀଘ୍ର ଶେଷ କରିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ବିଧାୟକ ଘଡ଼ାଇ।

Leave A Reply

Your email address will not be published.