କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୧୨୦ ।

0 1,039

କଟକ,ତା-୦୪/୧୧(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୯୫,୮୮୯ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୮୦,୫୫୩, ଚିକିତ୍ସିତ ସଂଖ୍ୟା ୧୩,୯୧୯, ମୃତ ସଂଖ୍ୟା ୧,୩୬୪ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୨୦ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୬,୩୦୩, ସୁସ୍ଥ ସଂଖ୍ୟା ୨୫,୧୨୫,ଚିକିତ୍ସିତ ସଂଖ୍ୟା ୧,୦୬୯, ମୃତ ସଂଖ୍ୟା ୧୧୩ ଏବଂ ଅନ୍ଯ ମୃତ ସଂଖ୍ୟା ୦୪ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୪୭୪ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୨୦ ବୋଲି ଜଣାପଡିଛି ।

Leave A Reply

Your email address will not be published.