କଟକ,ତା-୩୦/୧୦(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୮୮,୬୪୬ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୭୨,୦୩୮, ଚିକିତ୍ସିତ ସଂଖ୍ୟା ୧୫,୨୪୭, ମୃତ ସଂଖ୍ୟା ୧,୩୦୮ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୯୮ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୫,୭୭୨, ସୁସ୍ଥ ସଂଖ୍ୟା ୨୪,୪୩୭,ଚିକିତ୍ସିତ ସଂଖ୍ୟା ୧,୨୨୧, ମୃତ ସଂଖ୍ୟା ୧୧୦ ଏବଂ ଅନ୍ଯ ମୃତ ସଂଖ୍ୟା ୦୪ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୫୪୭ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୯୮ ବୋଲି ଜଣାପଡିଛି ।