କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୧୨୮ ।

0 1,028

କଟକ ,ତା-୨୯/୧୦(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୮୭,୦୯୯ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୭୦,୧୩୦, ଚିକିତ୍ସିତ ସଂଖ୍ୟା ୧୫,୬୧୯, ମୃତ ସଂଖ୍ୟା ୧,୨୯୭ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୨୮ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୫,୬୭୪, ସୁସ୍ଥ ସଂଖ୍ୟା ୨୪,୩୩୭,ଚିକିତ୍ସିତ ସଂଖ୍ୟା ୧,୨୨୫, ମୃତ ସଂଖ୍ୟା ୧୦୮ ଏବଂ ଅନ୍ଯ ମୃତ ସଂଖ୍ୟା ୦୪ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୬୧୭ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୨୮ ବୋଲି ଜଣାପଡିଛି ।

Leave A Reply

Your email address will not be published.