ବ୍ରହ୍ମପୁର,ତା-୨୭/୧୦(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୮୩,୯୪୨ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୬୬,୧୦୫, ଚିକିତ୍ସିତ ସଂଖ୍ୟା ୧୬,୫୧୨, ମୃତ ସଂଖ୍ୟା ୧,୨୭୨ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୭ ସହ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୧,୦୭୪, ସୁସ୍ଥ ସଂଖ୍ୟା ୨୦,୬୭୬, ଚିକିତ୍ସିତ ସଂଖ୍ୟା ୧୭୯ ଏବଂ ମୃତ ସଂଖ୍ୟା ୨୨୭ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୨୪୭ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୭ ବୋଲି ଜଣାପଡିଛି ।