ଭୁବନେଶ୍ବର,ତା-୨୬/୧୦(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୮୨,୬୯୫ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୬୪,୧୦୨, ଚିକିତ୍ସିତ ସଂଖ୍ୟା ୧୭,୨୮୧ ମୃତ ସଂଖ୍ୟା ୧,୨୫୯ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୧୦ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୪୭,୬୫୧, ସୁସ୍ଥ ସଂଖ୍ୟା ୪୫,୨୯୩,ଚିକିତ୍ସିତ ସଂଖ୍ୟା ୨,୧୩୩ ଏବଂ ମୃତ ସଂଖ୍ୟା ୨୧୫ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୪୮୦ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୧୦ ବୋଲି ଜଣାପଡିଛି ।