ଖୋର୍ଦ୍ଧ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ଯା ୧୫୮ ।

0 1,067

ଭୁବନେଶ୍ବର,ତା-୨୫/୧୦(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୮୧,୨୧୫ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୬୨,୦୩୧, ଚିକିତ୍ସିତ ସଂଖ୍ୟା ୧୭,୮୮୬ ମୃତ ସଂଖ୍ୟା ୧,୨୪୫ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୫୮ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୪୭,୫୪୧, ସୁସ୍ଥ ସଂଖ୍ୟା ୪୪,୯୯୨,ଚିକିତ୍ସିତ ସଂଖ୍ୟା ୨,୩୨୭ ଏବଂ ମୃତ ସଂଖ୍ୟା ୨୧୨ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧,୬୩୩ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୫୮ ବୋଲି ଜଣାପଡିଛି ।

Leave A Reply

Your email address will not be published.