ବ୍ରହ୍ମପୁର,ତା-୧୩/୧୦(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୫୬,୯୩୭ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୩୦,୧୯୨, ଚିକିତ୍ସିତ ସଂଖ୍ୟା ୨୫,୬୩୫, ମୃତ ସଂଖ୍ୟା ୧,୦୫୭ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୩୬ ସହ ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୦,୬୯୬, ସୁସ୍ଥ ସଂଖ୍ୟା ୨୦,୨୫୨,ଚିକିତ୍ସିତ ସଂଖ୍ୟା ୨୧୪ ଏବଂ ମୃତ ସଂଖ୍ୟା ୨୨୨ ଏବଂ ଅନ୍ୟ ମୃତ ସଂଖ୍ୟା ୦୮ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨,୨୭୫ ହୋଇଥିବା ବେଳେ ଗଞ୍ଜାମ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୩୬ ବୋଲି ଜଣାପଡିଛି ।