ବେକରେ ରଶି ଲଗାଇ ମହିଳାଙ୍କ ଆତ୍ମହତ୍ୟା ।

0 289

ଭଞ୍ଜନଗର,ତା-୦୯/୧୦(ପିପିଟି); ଭଞ୍ଜନଗର ଠାରୁ ୩ କିଲୋମିଟର ଦୂର କଇଣ୍ଡି ଗ୍ରାମରେ କୌଣସି କାରଣକୁ ନେଇ ଜଣେ ମହିଳା ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।ଟୁକୁନା ବେହେରା ବାହାରେ କାମ କରୁଥିବା ବେଳେ ତାଙ୍କ ପତ୍ନୀ ସୁଜାତା ବେହେରା ନିଜ ଶାଶୂଘର କଇଣ୍ଡି ଗ୍ରାମରେ ରହୁଥିଲେ।ହେଲେ ଆଜି କୌଣସି କାରଣରୁ ସୁଜାତା ଘର ଭିତରେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ। ଏହାଦେଖି ପରିବାର ଲୋକେ ପୋଲିସକୁ ଖବର ଦେଇଥିଲେ। ପୋଲିସ ସେଠାରୁ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ଭଞ୍ଜନଗର ମେଡ଼ିକାଲ ପଠେଇଥିବା ଜଣାପଡ଼ିଛି। ହେଲେ ସୁଜାତାର ମୃତ୍ୟୁକୁ ନେଇ କୌଣସି ସଠିକ କାରଣ ଜଣାପଡିନାହିଁ। (ରିପୋର୍ଟ – ଜୟକୃଷ୍ଣ ପଟ୍ଟନାୟକ ।)

Leave A Reply

Your email address will not be published.