କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୧୪ ।

0 525

କଟକ ,ତା-୦୬/୧୦(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨,୩୮,୦୦୩ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୨,୦୬,୪୦୦, ଚିକିତ୍ସିତ ସଂଖ୍ୟା ୩୦,୬୧୦, ମୃତ ସଂଖ୍ୟା ୯୪୦ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୨୧୪ ସହ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୨,୧୨୩, ସୁସ୍ଥ ସଂଖ୍ୟା ୧୯,୨୪୭,ଚିକିତ୍ସିତ ସଂଖ୍ୟା ୨,୭୯୦ ଏବଂ ମୃତ ସଂଖ୍ୟା ୮୨ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୨,୬୭୩ ହୋଇଥିବା ବେଳେ କଟକ ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୨୧୪ ବୋଲି ଜଣାପଡିଛି ।

Leave A Reply

Your email address will not be published.