ରାୟଗଡା ,ତା-୧୮/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୭୧,୩୪୧ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୩୩,୪୬୬, ଚିକିତ୍ସିତ ସଂଖ୍ୟା ୩୭,୫୧୪, ମୃତ ସଂଖ୍ୟା ୬୮୨ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୧୬୦ ସହ ରାୟଗଡା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬,୬୦୭, ସୁସ୍ଥ ସଂଖ୍ୟା ୫,୭୬୭,ଚିକିତ୍ସିତ ସଂଖ୍ୟା ୮୦୬ ଏବଂ ମୃତ ସଂଖ୍ୟା ୩୪ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୪,୧୮୦ ହୋଇଥିବା ବେଳେ ରାୟଗଡା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୧୬୦ ବୋଲି ଜଣାପଡିଛି ।