ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରାମିତ ସଂଖ୍ୟା ୭୬୭ ।

0 662

ଭୁବନେଶ୍ବର ,ତା-୦୭/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୨୭,୮୯୨ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୯୬,୩୬୪, ଚିକିତ୍ସିତ ସଂଖ୍ୟା ୩୦,୯୧୯, ମୃତ ସଂଖ୍ୟା ୫୫୬ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୭୬୭ ସହ ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨୨,୧୮୨, ସୁସ୍ଥ ସଂଖ୍ୟା ୧୪,୦୫୫,ଚିକିତ୍ସିତ ସଂଖ୍ୟା ୮,୦୪୧ ଏବଂ ମୃତ ସଂଖ୍ୟା ୭୬ ଏବଂ ଅନ୍ୟ ମୃତ ସଂଖ୍ୟା ୧୦ । ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩,୮୬୧ ହୋଇଥିବା ବେଳେ ଖୋର୍ଦ୍ଧା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୭୬୭ ବୋଲି ଜଣାପଡିଛି ।

Leave A Reply

Your email address will not be published.