ମହାବିଦ୍ୟାଳୟ ପରିସରରେ ସଫେଇ କାର୍ଯ୍ଯକ୍ରମ ।

0 17

କୋଦଳା ,୦୬/୦୪(ପିପିଟି):ସୋମବାର ଦିନ କୋଦଳା ଲକ୍ଷ୍ମୀନାରାୟଣ ସ୍ନାତକ ମହାବିଦ୍ୟାଳୟ ପରିସରରେ ଓଡ଼ିଆ ପକ୍ଷ ଉପଲକ୍ଷେ ସଂଯୋଜିକା ରଂଜୁବାଳା ନନ୍ଦଙ୍କ ତତ୍ତ୍ଵାବଧାନରେ ଏକ ସଫେଇ କାର୍ଯ୍ଯକ୍ରମର ଆୟୋଜନ କରାଯାଇଥିଲା । ଏଥିରେ ବହୁ ସଂଖ୍ୟାରେ କଳା ଓ ବିଜ୍ଞାନ ର ଛାତ୍ରଛାତ୍ରୀ ,ଅଧ୍ୟାପକ, ଅଧ୍ୟାପିକା ଓ ଅଣ ଶିକ୍ଷକ କର୍ମଚାରୀ , ଜାତୀୟ ସେବା ଯୋଜନାର ସ୍ଵେଚ୍ଛାସେବୀ, ସମର ଶିକ୍ଷାର୍ଥୀ ବାହିନୀ ସ୍ଵେଚ୍ଛାସେବୀ ଏ ସମସ୍ତଙ୍କର ମିଳିତ ଆନୁକୁଲ୍ୟରେ କାର୍ଯ୍ୟକ୍ରମଟି ସଫଳ ହୋଇଥିଲା ୲

ରିପୋର୍ଟ -ସୂର୍ଯ୍ୟ‌ନାରାୟଣ ବଡୁ

Leave A Reply

Your email address will not be published.