ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ ପୂର୍ବତନ ମନ୍ତ୍ରୀ । ଜିଲ୍ଲା By Devasmita mohanty Last updated Apr 3, 2025 0 310 Share ପୋଲସରା,୦୩/୦୪(ପିପିଟି): ପୋଲସରା ବ୍ଲକ୍ ମନ୍ଦାର ଗ୍ରାମର ବସୁମତୀ ପାତ୍ର (ବୟସ – ୪୫) ଆକସ୍ମିକ ମୃତ୍ୟୁ ବରଣ କରିଥିବା ଖବର ପାଇ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। 0 310 Share