ସ୍ୱଚ୍ଛାସେବୀ ସଂଗଠନ ପକ୍ଷରୁ ଅସହାୟଙ୍କୁ ଶୁଖିଲା ଖାଦ୍ୟ ଓ଼ କମ୍ବଳ ବଣ୍ଟନ ।
ଉଲୁଣ୍ଡା,୧୫/୦୧(ପିପିଟି): ଚଳିତ ବର୍ଷ ସୁବର୍ଣ୍ଣପୁର ଜିଲ୍ଲାରେ ଶୀତ ଲହରୀ ମାତ୍ରାଧିକ ଥିବା ବେଳେ ଜିଲ୍ଲା ବାସୀ ହାଡ଼ଭଙ୍ଗା ଶୀତ ଯୋଗୁଁ ତ୍ରାହି ତ୍ରାହି ଡାକୁଛନ୍ତି । ତେବେ ଏହି ଶୀତରେ ସବୁଠୁ ବେଶି ହନ୍ତସନ୍ତ ହେଉଛନ୍ତି…
Read More...
Read More...