ଯବାନ ଓ ମାଓବାଦୀଙ୍କ ମଧ୍ଯରେ ଗୁଳିବିନିମୟ,ବିପୁଳ ପରିମାଣରେ ମାଓ ସାମଗ୍ରୀ ଏବଂ ଅସ୍ତ୍ରଶସ୍ତ୍ର ଉଦ୍ଧାର।
ମାଲକାନଗିରି,ତା:୨୮/୧୦(ପିପିଟି); ମାଲକାନଗିରି ଜିଲ୍ଲାର ସ୍ବାଭିମାନ ଅଞ୍ଚଳ ନିକଟସ୍ଥ ଭୀମାରାମ ସଂରକ୍ଷିତ ଜଙ୍ଗଲରେ ଯବାନମାନେ କମ୍ବିଂ ଅପରେସନ କରିବା ସମୟରେ ମାଓବାଦୀଙ୍କ ସହ ଦୀର୍ଘ ସମୟ ଧରି ଗୁଳି ବିନିମୟ ହେବା ସହ ମାଓ…
Read More...
Read More...