Yearly Archives

2020

ଗଛ ଲଗାଇବା ଜୀବନ ବଞ୍ଚାଇବା ଆଜି ଶପଥ ନେବା ।

ଯାଜପୁର,୧୩/୦୮(ପିପିଟି);ଯାଜପୁର ଜିଲ୍ଲା ଧର୍ମଶାଳା ଅଂଚଳର ଦୁଇ ସମାଜସେବୀ ଅକ୍ଷୟ କୁମାର ନାୟକ ଓ ଅମୀୟ କୁମାର ପରିଡା ବିଭିନ୍ନ ଅଂଚଳରେ ବୃକ୍ଷ ରୋପଣ କରିବା ସହିତ ଗଛ ଲଗାଇବା ଜୀବନ ବଞ୍ଚାଇବା ବାର୍ତ୍ତା ଦେଇଛନ୍ତି ।
Read More...

କୋଭିଡ ଯୋଦ୍ଧାଙ୍କ କୋଭିଡ ନିୟମ ଉଲଂଘନ,ମଦ ମାଂସର ଆସର ଚାଲିଥିବା ବେଳେ ଢାବାରୁ କୋଭିଡ ଯୋଦ୍ଧାଙ୍କ ସମେତ ଚାରି ଗିରଫ ୮…

କୋଦଳା,୧୨/୦୮(ପିପିଟି); ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ହୁ ହୁ ହୋଇ ବଢୁଥିବା ବେଳେ ଜିଲ୍ଲାପ୍ରଶାସନ ଲକଡାଉନ ଓ ଶନିବାର ରବିବାର ସଟଡାଉନ ଘୋଷଣା କରି ଯେଉଁମାନେ ଏହି ନିୟମ ନ ମାନିବେ ତାକୁ ଦଣ୍ଡ ବ୍ଯବସ୍ଥା ଥିବା…
Read More...

ବେଲଗୁଣ୍ଠା ମହିଳା ବିଜ୍ଞାନ ମହାବିଦ୍ୟାଳୟର ବିଜ୍ଞାନ ପାସ୍ ହାର ୯୧ ପ୍ରତିଶତ ।

ବେଲଗୁଣ୍ଠା,୧୨/୦୮(ପିପିଟି); ଆଜି ପ୍ରକାଶ ପାଇଛି ଦ୍ୱାଦଶ ଶ୍ରେଣୀ ବିଜ୍ଞାନ ପରୀକ୍ଷା ଫଳ । ବେଲଗୁଣ୍ଠା ଜଗନ୍ନାଥ ବିହାର ସ୍ଥିତ ମହିଳା ବିଜ୍ଞାନ ମହାବିଦ୍ୟାଳୟରେ ପାସ୍ ହାର ଶତକଡା ୯୧ ପ୍ରତିଶତ ରହିଛି ।ମହାବିଦ୍ୟାଳୟରେ…
Read More...

ଜୁଆ ଆଡ୍ଡା ଉପରେ ଚଢ଼ାଉ,୩୨୯୭୦ ଟଙ୍କା, ତାସ୍,୫ ମୋବାଇଲ ଜବତ,୧୩ ଗିରଫ ।

ବେଲଗୁଣ୍ଠା,୧୨/୮(ପିପିଟି); ଗାଙ୍ଗପୁର ପୋଲିସ ୧୧ ତାରିଖ ଦିନ ସଂଧ୍ୟାରେ ପେଟ୍ରୋଲି କରୁଥିବା ବେଳେ ଦୁଇଟି ଜୁଆ ଆଡ୍ଡା ଉପରେ ଚଢ଼ାଉ କରି ୩୨୯୭୦ ଟଙ୍କା, ତାସ୍,୫ ଟି ମୋବାଇଲ ଜବତ କରିବା ସହ ୧୩ ଜଣକୁ ଗିରଫ କରିଛି ।…
Read More...

ସୁକିନ୍ଦା-ଦାନଗଦିରେ ପ୍ରତିଷ୍ଠା ହେବ ହାଚେରୀ : ବିଧାୟକ ପ୍ରୀତିରଞ୍ଜନ ।

ଯାଜପୁର,୧୨/୦୮(ପିପିଟି); ସୁକିନ୍ଦା ନିର୍ବାଚନ ମଣ୍ଡଳୀର ଗରିବ ଲୋକଙ୍କର ଜୀବାକା ଉପାର୍ଜନ ପାଇଁ କୁକୁଡ଼ା,ଛତୁ ଏବଂ ଛେଳି ଚାଷକୁ ପ୍ରୋତ୍ସାହିତ କରାଯିବ । ଡିଏମଏଫ୍(ଜିଲ୍ଲା ଖଣିଜ ନ୍ୟାସ) ପାଣ୍ଠି ସହ ନରେଗା ଅର୍ଥକୁ ଯୋଡି…
Read More...

ଭଲ କାର୍ଯ୍ୟ କରିଥିବା କୋଭିଡ୍ ଯୋଦ୍ଧା ମାନଙ୍କୁ ସ୍ବାଧୀନତା ଦିବସ ଦିନ ସମ୍ବର୍ଦ୍ଧନା କରାଯିବ ।

ଛତ୍ରପୁର,ତା.୧୨/୦୮(ପିପିଟି); ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଆଜି ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ. ତହସିଲଦାର, କାର୍ଯ୍ୟ ନିର୍ବାହୀ ଅଧିକାରୀ,ଚିକିତ୍ସା ଅଧିକାରୀ ଓ ସ୍ବାସ୍ଥ୍ୟ…
Read More...

କୋଭିଡ ଯୋଦ୍ଧା ଶିକ୍ଷକଙ୍କ ମୃତ୍ୟୁ ରେ ଶୋକ ।

ଭଞ୍ଜନଗର,୧୨/୦୮(ପିପିଟି);ଆଜି ପୁଣି ଜଣେ କୋଭିଡ ଯୋଦ୍ଧା ଶିକ୍ଷକଙ୍କ ମୃତ୍ୟୁ ହୋଇଛି । ଶିକ୍ଷକ ଜଣଙ୍କ ହେଉଛନ୍ତି କୁଶଧ୍ବଜ ସେଠୀ । ସେ ଭଞ୍ଜନଗର ବ୍ଳକ ଅନ୍ତର୍ଗତ ରିପିଟିପଲ୍ଲୀ ପ୍ରାଥମିକ ବିଦ୍ୟାଳୟରେ ଭାରପ୍ରାପ୍ତ ପ୍ରଧାନ…
Read More...