Yearly Archives

2020

ଶିକ୍ଷା ବିଭାଗ କିରାଣୀ ବଦଳୀକୁ ନେଇ ଜଗତସିଂହପୁରରେ ଯୋରଦାର ଚର୍ଚ୍ଚା ।

ଜଗତସିଂହପୁ୍ର,୧୪/୧୨(ପିପିଟି); ଶିକ୍ଷା ନିର୍ଦ୍ଦେଶକ କାର୍ଯ୍ୟାଳୟ ପକ୍ଷରୁ ପତ୍ର ସଂଖ୍ୟା ୨୬୧୨୦ରେ ଛଅ ବର୍ଷ ପୂରଣ କରିଥିବା କିଛି ବରିଷ୍ଠ ଓ କନିଷ୍ଠ କିରାଣିଙ୍କର ଗତ ୪ତାରିଖରେ ବଦଳୀ କରାଯାଇଛି। ଏଥିରେ ଚଞ୍ଚକତା…
Read More...

ବିଭିନ୍ନ କୃଷକ ସଙ୍ଗଠନ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ ।

ରାୟଗଡା:୧୪/୧୨(ପିପିଟି); କେନ୍ଦ୍ର ସରକାର ଆଣିଥିବା ତିନୋଟି କୃଷି ବିଲ ପ୍ରତ୍ୟାହାର ଦାବିକରି ଅଖିଳ ଭାରତ କୃଷକ ସଂଘର୍ଷ ସମିତିର ଡାକରାରେ ଦେଶ ବ୍ୟାପି ହେଉଥିବା ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାକୁ ସମର୍ଥନ ଜଣାଇ…
Read More...

ବ୍ଳକ୍ ସ୍ତରୀୟ କୋଭିଡ ଟୀକାକରଣ ବୈଠକ ।

ବେଲଗୁଣ୍ଠା,୧୪/୧୨(ପିପିଟି); ପାଖାପାଖି ଏକ ବର୍ଷ ହେବ ବିଶ୍ୱବାସୀ କରୋନା ସହ ଲଢ଼େଇ କରୁ୍ଥିବା ବେଳେ ବର୍ତ୍ତମାନ ବିଭିନ୍ନ କମ୍ପାନୀର ଗବେଷଣା ପରେ ଅତି ଶୀଘ୍ର କୋଭିଡ ଟୀକା ଆସିବା ନେଇ ଆଶା ସଞ୍ଚାର ହୋଇଛି । ଟୀକା ଆସିବା…
Read More...

ଖଲ୍ଲିକୋଟ ବ୍ଲକର ଶ୍ରୀ ନଳୀନାକ୍ଷ୍ଯପୁର ଗ୍ରମରେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ କାଗଜ କଲମରେ ରହିଯାଇଛି।

ଖଲ୍ଲିକୋଟ,୧୪/୧୨(ପିପିଟି); ଖଲ୍ଲିକୋଟ ବ୍ଲକରେ ପନୀୟ ଜଳ ସଙ୍କଟ ଓ ଦୁର୍ନୀତି ସଂପର୍କରେ ଖବର ପ୍ରକାଶ ପାଉଛି। ଖଲ୍ଲିକୋଟ ବ୍ଲକ ଅନ୍ତର୍ଗତ ଓଡିଆ ଆଲପୁର ପଞ୍ଚାୟତର ଶ୍ରୀ ନଳୀନାକ୍ଷ୍ଯପୁର ଗ୍ରମରେ ଦୀର୍ଘ ବର୍ଷ ଧରି ପାନୀୟ ଜଳ…
Read More...

କର୍ପୋରେଟ୍ ସପକ୍ଷବାଦୀ କୃଷି ଆଇନର ପ୍ରତ୍ୟାହାର ଦାବିରେ କୃଷକ ସଂଗଠନମାନଙ୍କ ପକ୍ଷରୁ ଜିଲ୍ଲାପାଳ ଅଫିସ ସମ୍ମୁଖରେ…

ଛତ୍ରପୁର,୧୪/୧୨(ପିପିଟି); ମୋଦି ସରକାରର କୃଷି ଓ କୃଷକ ସର୍ବନାଶକାରୀ କୃଷି ଆଇନର ପ୍ରତ୍ୟାହାର, ଜନ ବିରୋଧୀ ପ୍ରସ୍ତାବିତ ବିଦ୍ୟୁତ ସଂଶୋଧନ ବିଲର ବାତିଲ, କୃଷି ପାଇଁ ବ୍ୟବହୃତ ଡିଜେଲର ଟିକସ ହ୍ରାସ ଆଦି ଦାବିରେ ଗତ ଅଠର…
Read More...

ଗଭର୍ଣ୍ଣର ପଡ଼ା ରେ ପିଇବା ପାଣିର ସମସ୍ୟା ।

ବିଷମକଟକ,୧୪/୧୨(ପିପିଟି); ରାୟଗଡା ଜିଲ୍ଲା ବିଷମକଟକ ବ୍ଲକ ଅନ୍ତର୍ଗତ ଚାଟିକଣା ପଂଚାୟତସ୍ଥିତ ଗଭର୍ଣ୍ଣରପଡ଼ା ଠାରେ ଗତ ସପ୍ତାହରୁ ଅଧିକ ଦିନ ଧରି ପିଇବା ପାଣି ଘୋର ଅସୁବିଧା ଦେଖା ଦେଇଛି।ଗ୍ରାମର ଅଧିବାସୀମାନେ ବାଧ୍ୟ ହୋଇ…
Read More...

ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ ପ୍ରତିଷ୍ଠାନ ପକ୍ଷରୁ ମହିଳାଙ୍କୁ ତାଲିମ ।

କଲ୍ୟାଣସିଂପୁର,୧୪/୧୨(ପିପିଟି); ରାୟଗଡା ଜିଲ୍ଲା କଲ୍ୟାଣସିଂପୁର ବ୍ଲକ ଅନ୍ତର୍ଗତ ସେରିଗୁମା ପଂଚାୟତ ସ୍ଥିତ ଦେଉଳବାଡ଼ି ଅଙ୍ଗନବାଡ଼ି କେନ୍ଦ୍ର ପରିସରରେ ରାୟଗଡା ଷ୍ଟେଟ ବ୍ୟାଙ୍କ ଗ୍ରାମୀଣ ଆତ୍ମନିଯୁକ୍ତି ତାଲିମ…
Read More...

ଦେଶବ୍ୟାପୀ ଦିଲ୍ଲୀ ଚଲୋ କୃଷକ ଆନ୍ଦୋଳନକୁ ସମର୍ଥନ ଜଣାଇ ଭୁବନେଶ୍ୱର ଅତିରିକ୍ତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ…

ଭୁବନେଶ୍ୱର,ତା ୧୪/୧୨: କୃଷି ଓ କୃଷକ ସର୍ବନାଶକାରୀ ତଥା କୃଷି ଧ୍ବଂସକାରୀ ୩ଟି କୃଷି ଆଇନ୍ ଓ ଜନବିରୋଧୀ ବିଦ୍ୟୁତ୍ ଆଇନ୍ -୨୦୨୦ ଅବିଳମ୍ବେ ପ୍ରତ୍ୟାହାର ଦାବିରେ ସଂଯୁକ୍ତ କୃଷକ ମୋର୍ଚ୍ଚା ତଥା ଅଖିଳ ଭାରତ କୃଷକ ସଂଘର୍ଷ…
Read More...