ଗୋବରା ରେ ୟୁରିଆ ସାର ଚଢ଼ା ଦରରେ ବିକିଲେ ତହସିଲଦାରଙ୍କ ହସ୍ତକ୍ଷେପ ପରେ ଚାଷୀଙ୍କୁ ଟଙ୍କା ଫେରାଇଲେ ।
ବେଲଗୁଣ୍ଠା,୨୯/୦୮(ପିପିଟି); ଚାଷୀଙ୍କୁ ୟୁରିଆ ସାର ଜୋଗାଇଦେବା ପାଇଁ ସରକାର ସେବା ସମବାୟ ସମିତି ଓ କିଛି ଲାଇସେନ୍ସ ପ୍ରାପ୍ତ ଡିଲରକୁ ନିଯୁକ୍ତି ଦେଇଛନ୍ତି । ସାର ବସ୍ତା ପିଛା ୨୬୭ ଟଙ୍କା ଧାର୍ଯ୍ୟ କରିଛନ୍ତି!-->…
Read More...
Read More...