Yearly Archives

2020

ଘର ଘର ବୁଲି ଅମ୍ଳଜାନ ସ୍ତର ଯାଞ୍ଚ ।

କୋଦଳା,୧୦/୦୯(ପିପିଟି); ବୁଧବାର ଠାରୁ କୋଦଳା ବିଜ୍ଞାପିତ ଅଞ୍ଚଳ ପରିଷଦ ରେ ଘର କୁ ଘର ବୁଲି ଅମ୍ଳଜାନସ୍ତର ଯାଞ୍ଚ ଅଭିଯାନ ଆରମ୍ଭ ହୋଇ ଯାଇଛି । ଜିଲ୍ଲା ପ୍ରଶାସନର ନିର୍ଦ୍ଦେଶ ଅନୁଯାଇ ଗଞ୍ଜାମ ଜିଲ୍ଲାରୁ ମହାମାରୀ କରୋନା…
Read More...

ସୋସାଇଟିରେ ସାର ଘୋର ଅଭାବ, ଉତ୍ୟକ୍ତ ଚାଷୀ ସୋସାଇଟି ରେ ତାଲା ପକେଇବା ସହ ଦୀର୍ଘ ୩ଘଣ୍ଟା ଧରି ରାସ୍ତା ଅବରୋଧ ।

ଦିଗପହଣ୍ଡି,୧୦/୦୯(ପିପିଟି); ଦିଗପହଣ୍ଡି ବିଜ୍ଞାପିତ ଅଞ୍ଚଳ ପରିଷଦରେ ୟୁରିଆ ସାରର ଅଭାବ ସମସ୍ୟା ନେଇ ଗୁରୁବାର ପୂର୍ବାହ୍ନରେ ଚାଷୀମାନେ ଅସନ୍ତୋଷ ପ୍ରକାଶ କରି ବିକ୍ଷୋଭ ପ୍ରଦର୍ଶନ କରିବା ସହ ରାସ୍ତା ଅବରୋଧ କରିଥିଲେ ।…
Read More...

ଝଙ୍କଡ଼ ମା ସାରଳା ଠାକୁରାଣୀଙ୍କ ସାର୍ବଜନୀନ ଶାରଦୀୟ ପାର୍ବଣ ପୂଜା ଆରମ୍ଭ ।

ଜଗତସିଂହପୁର,୧୦/୯୦(ପିପିଟି); ଗତ ବୁଧବାର ଜଗତସିଂହପୁର ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ମା' ଶାରଳା ଓ ବିଭିନ୍ନ ଦେବୀ ପୀଠ ମାନଙ୍କରେ ସହସ୍ରା କୁମ୍ଭାଭିଷେକ ନୀତି ଅନୁଷ୍ଠିତ ହେଉଛି । ଏଥିପାଇଁ ଦେବୀପୀଠ ମାନଙ୍କରେ ସତନ୍ତ୍ର…
Read More...

ପାଖେଇ ଆସୁଛି ଉପ ନିର୍ବାଚନ, ଲବିରେ ବହୁ ଆଶାୟୀ କିନ୍ତୁ ଚର୍ଚ୍ଚାରେ କଂଗ୍ରେସର ପ୍ରଶାନ୍ତ ମଲ୍ଲିକ ।

ଜଗତସିଂହପୁର,୧୦/୦୯(ପିପିଟି); ବାଲେଶ୍ୱର ସଦର ଓ ତିର୍ତ୍ତୋଲ ବିଧାନସଭା ସିଟ୍‌ରେ ଉପନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ରାଜ୍ୟର ପ୍ରମୁଖ ୩ଟି ରାଜନୈତିକ ଦଳ ବିଜେଡ଼ି, ବିଜେପି ଓ କଂଗ୍ରେସ । ନଭେମ୍ବରରେ…
Read More...

ହିଂଜିଳିକାଟୁ ରାଧାକୃଷ୍ଣ ମନ୍ଦିର ଜମି ବିକ୍ରୟକୁ ନେଇ ବିବାଦୀୟ ପରିସ୍ଥିତି ।

ହିଞ୍ଜିଳିକାଟୁ,ତା-୧୦/୦୯(ପିପିଟି) ;ହିଞ୍ଜିଳିକାଟୁ ୱାର୍ଡ ନଂ୧ ରେ ଅବସ୍ଥିତ ଶ୍ରୀ ରାଧାକୃଷ୍ଣ ଲଳିତ ମହାପ୍ରଭୁଙ୍କ ଚଳନ୍ତି ପାଇଁ ସେହି ସମୟରେ ସ୍ୱର୍ଗତ ରାମହାରି ମହାପାତ୍ର ,ସ୍ୱର୍ଗତ ପିତା ବିରବର ମହାପାତ୍ର ମନ୍ଦିରକୁ…
Read More...

ଦାଦନ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଗୁରୁତ୍ୱ ଦେବା ଆବଶ୍ୟକ ।

ପଦ୍ମପୁର,୧୦/୦୯(ପିପିଟି); ଦାଦନ ରୋକିବା ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଦାଦନ ପ୍ରବଣ ଅଞ୍ଚଳ ମାନଙ୍କରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ରେ ୧୦୦ ଦିନରୁ ୨୦୦ ଦିନକୁ କର୍ମଦିବସ ବୃଦ୍ଧି…
Read More...

କନ୍ଧମାଳ ଜିଲ୍ଲାରେ ନୂତନ ସଂକ୍ରାମିତ ସଂଖ୍ୟା ୫୭ ।

ଫୁଲବାଣୀ ,ତା-୧୦/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ଯା ୧,୩୯,୧୨୧ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧.୦୫,୨୯୫, ଚିକିତ୍ସିତ ସଂଖ୍ୟା ୩୩,୧୮୨, ମୃତ ସଂଖ୍ୟା ୫୯୧ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୫୭ ସହ…
Read More...

ରାୟଗଡା ଜିଲ୍ଲାରେ ନୂତନ ସଂକ୍ରମିତ ସଂଖ୍ୟା ୫୮ ।

ରାୟଗଡା ,ତା-୧୦/୦୯(ପିପିଟି); ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧,୩୯,୧୨୧ ରେ ପହଞ୍ଚିଛି, ସୁସ୍ଥ ସଂଖ୍ୟା ୧,୦୫,୨୯୫, ଚିକିତ୍ସିତ ସଂଖ୍ୟା ୩୩,୧୮୨, ମୃତ ସଂଖ୍ୟା ୫୯୧ ଓ ଅନ୍ଯ ମୃତ ସଂଖ୍ୟା ୫୩ । ନୂତନ ଆକ୍ରାନ୍ତ ୫୮ ସହ…
Read More...

ପୋଲସରା ବିଧାୟକଙ୍କ ଦ୍ବାରା ଭତ୍ତା ବଣ୍ଟନ ।

ପୋଲସରା,୧୦/୦୯(ପିପିଟି); ପୋଲସରା ପଞ୍ଚାୟତ ସମିତି କାର୍ଯ୍ୟାଳୟ ପରିସରରେ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନଅ ଗୋଟି ପଞ୍ଚାୟତ ର ଏକାଧିକ…
Read More...

କନ୍ଧମାଳ ଜିଲ୍ଲାରେ ୨୦୧୯-୨୦ ଆର୍ଥିକ ବର୍ଷର ଅନୁଦାନ ସଂପୂର୍ଣ୍ଣ ଖର୍ଚ୍ଚ ହୋଇପାରି ନାହିଁ ।

ଫୁଲବାଣୀ,୧୦/୦୯(ପିପିଟି); କନ୍ଧମାଳ ଜିଲ୍ଲାରେ ୨୦୧୯-୨୦ ଅନୁଦାନ ଅର୍ଥ ଖର୍ଚ୍ଚ ହୋଇପାରିନଥିବା ବେଳେ ଜିଲ୍ଲାକୁ ୨୦୨୦-୨୧ ପଞ୍ଚଦଶ ଅର୍ଥ କମିଶନ ର ଅନୁଦାନ ପୁଣି ପହଞ୍ଚି ସାରିଛି । ଜିଲ୍ଲାର ୧୭୧ ଟି ପଞ୍ଚାୟତ ପାଇଁ ପ୍ରଥମ…
Read More...