Yearly Archives

2020

ଓଡିଶାରେ ସଂକ୍ରାମିତ ସଂଖ୍ୟା ୨,୦୯,୩୭୪,ମୃତ ସଂଖ୍ୟା ୭୯୭ ।

ଭୁବନେଶ୍ଵର,ତା-୨୭/୦୯(ପିପିଟି); ଖୋର୍ଦ୍ଧା ଜିଲ୍ଲାରେ କରୋନା ପଜିଟିଭ ସଂଖ୍ୟା ୩୫,୮୯୮ ମଧ୍ୟରୁ ୨୯,୪୩୩ ଜଣ ସୁସ୍ଥ ହୋଇଛନ୍ତି ଏବଂ ୧୨୬ ଜଣଙ୍କ ମୃତ୍ୟୁ ଏବଂ ଅନ୍ଯ ମୃତ ୧୦ ହୋଇଛି । ଦ୍ୱିତୀୟ ସ୍ଥାନରେ ଗଞ୍ଜାମ ଜିଲ୍ଲାରେ…
Read More...

ଜିଲ୍ଲା ସ୍ତରୀୟ ଗାନ୍ଧୀ ଜୟନ୍ତୀ ।

ଛତ୍ରପୁର, ତା.୨୭/୦୯(ପିପିଟି); ଚଳିତ ବର୍ଷ ଜିଲ୍ଲା ସ୍ତରୀୟ ଗାନ୍ଧୀ ଜୟନ୍ତୀ ଉତ୍ସବ ଅକ୍ଟୋବର ୨ ତାରିଖ ଦିନ କୋଭିଡ୍ ନିୟମ ଅନୁଯାୟୀ ପାଳନ କରାଯିବ । ଜିଲ୍ଲା ସଂସ୍କୃତି ବିଭାଗ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ବିଭାଗର…
Read More...

ଆଜି ମାଲକାନଗିରି ଜିଲ୍ଲାରେ କରୋନା ରୋଗୀ ୬୯ ଜଣ ଚିହ୍ନଟ ।

ମାଲକାନଗିରି,ତା:୨୭/୦୯(ପିପିଟି) ମାଲକାନଗିରି ଜିଲ୍ଲାରେ ଆଜି ୬୯ ଜଣ ବ୍ଯକ୍ତିଙ୍କ ଠାରେ କରୋନା ସଂକ୍ରମିତ ହୋଇଥିବା ଚିହ୍ନଟ କରାଯାଇଛି । ତନ୍ମଧ୍ଯରୁ ମାଲକାନଗିରି ପୌରାଞ୍ଚଳରେ ୨୫ ଜଣ,ବାଲିମେଳା ଏନଏସିରେ ୯…
Read More...

ମୁଖ୍ୟମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀରେ ସାର ପାଇଁ ସୋସାଇଟି ଅଫିସରଙ୍କୁ ଘେରିଲେ ଚାଷୀ ।

ଶେରଗଡ,୨୭/୦୯(ପିପିଟି); ଶେରଗଡ଼ ବ୍ଲକ ଅନ୍ତର୍ଗତ ଗୋବିନ୍ଦ ପୁର ଠାରେ ଚାଷକାର୍ଯ୍ଯ ପାଇଁ ହନ୍ତ ସନ୍ତ ଚାଷୀ। ଚାଷୀ ହସିଲେ ଦେଶ ହସିବ।ଆଉ ଚାଷୀ କର୍ମ କଲେ ସାରା ମାନବ ସମାଜର ପେଟକୁ ଦୁଇ ମୁଠା ଦାନା ମିଳିଥାଏ। ତେଣୁ ମୁଣ୍ଡ ର…
Read More...

ଦୂଷିତ ପାଣି ଯୋଗାଣ, ପ୍ରଶାସନ ନୀରବ ।

ପଦ୍ମପୁର,୨୭/୦୯(ପିପିଟି); ସଦାସର୍ବଦା ବରଗଡ ଜିଲ୍ଲା ପଦ୍ମପୁର ରେ ପି.ଏଚ.ଡି ବିଭାଗ ର ଦୂଷିତ ପାଣି ଯୋଗାଣ ଖବର ବିଭିନ୍ନ ସମୟରେ ଅନେକ ସଂବାଦପତ୍ର , ବୈଦ୍ଯୁତିକ ଗଣମାଧ୍ୟମରେ ପ୍ରକାଶିତ ହୋଇ ଆସୁଥିଲେ ସୁଦ୍ଧା ବିଭାଗୀୟ…
Read More...

ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟର ପ୍ରତିଷ୍ଠା ଦିବସ ପାଳିତ ।

ରାଇରଙ୍ଗପୁର,୨୬/୦୯(ପିପିଟି); ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟର ୪୦ ତମ ପ୍ରତିଷ୍ଠା ଦିବସ ମାସ୍କ ଓ ସାମାଜିକ ଦୂରତା ସହିତ ପାଳନ ହୋଇଯାଇଛି ।ଡ: ପ୍ରଦୀପ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏବଂ ବିଜୟ କୁମାର ରାମଙ୍କ ପରିଚାଳନା ରେ…
Read More...

ନୁଆଁ ଗାଁ ନଦୀ ନିକଟରେ କାର ଦୁର୍ଘଟଣା ,ବର୍ତିଗଲା ୨ ଜୀବନ ।

ବେଲଗୁଣ୍ଠା,୨୬/୦୯(ପିପିଟି); ଜଗନ୍ନାଥପ୍ରସାଦରୁ ଭଞ୍ଜନଗର ଅଭିମୁଖେ ଯାଉଥିବା ଏକ କାର ନୁଆଗାଁ ବ୍ରିଜ ନିକଟରେ ଦୁର୍ଘଟଣା ଗସ୍ତ ହୋଇଛି । କାରଟି ଦୃତଗତିରେ ଯାଉଥିବା ବେଳେ ଆଗ ଚକଟି ଫାଟିଯାଇଥିବା କାରଣରୁ ଗାଡିଟି ଦୁର୍ଘଟଣା…
Read More...

ଜୁଆ ଆଡ୍ଡା ଉପରେ ପୁଲିସର ଚଢ଼ାଉ ; ୧୦,୨୫୦ ଟଙ୍କା, ଦୁଇଟି ମୋବାଇଲ୍ ଏବଂ ତାସ୍ ସହ ପାଞ୍ଚ ଜୁଆଡି ଗିରଫ ।

ଗାଙ୍ଗପୁର,୨୬/୦୯(ପିପିଟି); ଗଞ୍ଜାମ ଜିଲ୍ଲାରେ କରୋନା ସଂକ୍ରମଣ ସମୟରେ ଲକ୍ ଡ଼ାଉନ୍ ର ସୁଯୋଗ ନେଇ ଗାଆଁ ଗାଆଁରେ ଜୁଆ ଖେଳ ବେଶ୍ ଜମୁଥିଲା । କେତେ ଜୁଆଡି ମଧ୍ୟ ପୋଲିସ୍ ହାବୁଡରେ ପଡ଼ି ଗିରଫ ହୋଇଥିଲେ । ବର୍ତ୍ତମାନ…
Read More...