ହାତିଆଶୁଣୀ ପୀଠରେ ଶାରଦୀୟ ମହାଅଷ୍ଟମୀ ପୂଜା ଧୁମ୍ ଧାମ ରେ ପାଳିତ ।

0 77

ଵୋଲଗଡ଼, ୨୨/୧୦(ପିପିଟି): ବୋଲଗଡ଼ ର ସମସ୍ତ ଶକ୍ତି ପୀଠରେ ମା’ଙ୍କର ଶାରଦୀୟ ଦୁର୍ଗାପୂଜା ଚାଲିଥିବା ବେଳେ ସାଗର ଗାଁ ଅଧିଷ୍ଠାତ୍ରୀ ଦେବୀ ହାତିଆଶୁଣୀ ଙ୍କ ପୀଠରେ କାହିଁ କେଉଁ କାଳରୁ ରହିଆସିଛି ନିଆରା ପରମ୍ପରା ଅଞ୍ଚଳର ଇଷ୍ଟ ଦେବୀ ହାତିଆ ଶୁଣୀ ଠାକୁରାଣୀଙ୍କୁ ଷୋଡ଼ଶ ଉପଚାରରେ ଶାରଦୀୟ ଅଷ୍ଟମୀ ପୂଜା ଅନୁଷ୍ଠିତ ହେବାସହିତ ଆମିଷ ବ୍ୟଞୀନ ଲାଗିହୋଇ ଥିଲା। ଏହି ମହାଷ୍ଟମୀ ପୂଜା ରେ ବହୁ ଭକ୍ତ ମାନଙ୍କର ସମାଗମ ହୋଇଥିବାର ପରିଲିକ୍ଷିତ ହୋଇ ଥିଲା। ଏହି ଅବସରରେ ଆସିଥିବା ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନ ର ବ୍ୟବସ୍ଥା କରାଯାଇଥିଲା। ପରିସେଶରେ ହାତିଆଶୁଣୀ ପୀଠର ସାମଗ୍ରୀକ ବିକାଶ ଉନ୍ନତିକରଣ ପାଇଁ ଆସିଥିବା ଭକ୍ତ ମାନେ ଦାବୀ କରିଥିଲେ।

ରିପୋର୍ଟ -ସୁଶାନ୍ତ କୁମାର ପ୍ରଧାନ।

Leave A Reply

Your email address will not be published.