ଶୁଦ୍ଧ ଭୋଜି ରନ୍ଧା ଚାଲିଥିବା ସମୟରେ ତହସିଲଦାରଙ୍କ ଚଢ଼ାଉ ।

0 542

ଶେରଗଡ଼ ,(ପିପିଟି ନ୍ଯୁଜ୍)୧୪ /୦୪- ବ୍ଲକ  ଅନ୍ତର୍ଗତ ଅଣ୍ଡିରା ସିଂ ଗ୍ରାମ ରେ ଯୋଗେନ୍ଦ୍ର ସାମଲ ଙ୍କ ଘରେ ବାରମ୍ବାର ତାଗିତ ସ୍ୱତେ  ଶୁଦ୍ଧ କ୍ରିୟା ଭୋଜି ଚାଲି ଥିବା ସମୟରେ ତହସିଲଦାର ଡ଼. ଦୟାସିନ୍ଧୁ ପରିଡା ଓ ତାଙ୍କ ଟିମ ସହ ପୋଲିସ ର ମିଳିତ ଭାବେ ଚଢ଼ାଉ କରି ଉକ୍ତ ସୁଦ୍ଧ ଭୋଜିକୁ ବନ୍ଦ କରିଛନ୍ତି ।
ରିପୋର୍ଟ – ଭିକୁ ନାୟକ ।

Leave A Reply

Your email address will not be published.