ରାଣୀ ମା ମନ୍ଦିର ମୁଖ୍ୟଦ୍ଵାର ଭୂମି ପୂଜନ ।

0 266

ବୁଗୁଡା,୧୫/୦୨(ପିପିଟି):ବୁଗୁଡ଼ା ବ୍ଲକ ଅନ୍ତର୍ଗତ କୁଞ୍ଜବନ ଗ୍ରାମ ଠାରେ ରାଣୀ ମା ମନ୍ଦିର ମୁଖ୍ୟଦ୍ଵାର ଭୂମି ପୂଜନ କାର୍ଯ୍ୟକ୍ରମରେ ବିଧାୟକ ପୋଲସରା ଶ୍ରୀକାନ୍ତ ସାହୁ ଯୋଗଦେବା ସହ ଗ୍ରାମର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ ବିଷୟରେ ଗ୍ରାମବାସୀ ଙ୍କ ସହ ଆଲୋଚନା କରିଛନ୍ତି ।

Leave A Reply

Your email address will not be published.