ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୩୭।

0 903

ଭୁବନେଶ୍ବର ୨୯/୦୩(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୩୭ ପଜିଟିଭ ସଂଖ୍ୟା ୧୨,୮୭,୫୪୯ ଚିହ୍ନଟ ହୋଇଛନ୍ତି ୧୨,୭୭,୯୭୦ ଜଣ ସୁସ୍ଥ ହୋଇଥିବା ବେଳେ ୪୦୬ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୯,୧୨୦ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୪୪,୭୩୯ ସୁସ୍ଥ ସଂଖ୍ୟା ୨,୪୨,୯୬୦ ଚିକିତ୍ସିତ ସଂଖ୍ୟା ୨୧ ମୃତ ସଂଖ୍ୟା ୧୭୪୮, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୧୩,୭୧୬, ସୁସ୍ଥ ସଂଖ୍ୟା ୧,୧୨,୭୮୮ ଚିକିତ୍ସିତ ସଂଖ୍ୟା ୧୭, ମୃତ ସଂଖ୍ୟା ୯୦୭, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୬,୭୫୪ସୁସ୍ଥ ସଂଖ୍ୟା ୩୬,୨୦୮ ଚିକିତ୍ସିତ ସଂଖ୍ୟା ୨୭, ମୃତ ସଂଖ୍ୟା ୫୧୧ ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୦,୭୮୧ ସୁସ୍ଥ ସଂଖ୍ୟା ୯୦,୦୫୪ଚିକିତ୍ସିତ ସଂଖ୍ୟା ୪୨ ମୃତ ସଂଖ୍ୟା ୬୮୧ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.