ରାଜ୍ୟରେ ନୂତନ ସଂକ୍ରମିତ ସଂଖ୍ୟା ୧୪୫।

0 1,165

ଭୁବନେଶ୍ବର ୦୫/୦୩(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୧୪୫ ପଜିଟିଭ ସଂଖ୍ୟା ୧୨,୮୫,୭୬୦ ଚିହ୍ନଟ ହୋଇଛନ୍ତି ୧୨,୭୫,୦୧୯ ଜଣ ସୁସ୍ଥ ହୋଇଥିବା ବେଳେ ୧,୫୯୦ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୯,୦୯୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୨,୪୪,୫୭୪ ସୁସ୍ଥ ସଂଖ୍ୟା ୨,୪୨,୬୯୯ ଚିକିତ୍ସିତ ସଂଖ୍ୟା ୧୧୮ ମୃତ ସଂଖ୍ୟା ୧୭୪୭, କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୧୩,୬୫୯, ସୁସ୍ଥ ସଂଖ୍ୟା ୧,୧୨,୬୭୮ ଚିକିତ୍ସିତ ସଂଖ୍ୟା ୭୧, ମୃତ ସଂଖ୍ୟା ୯୦୬, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୬,୬୧୬ ସୁସ୍ଥ ସଂଖ୍ୟା ୩୬,୦୫୮ ଚିକିତ୍ସିତ ସଂଖ୍ୟା ୫୦, ମୃତ ସଂଖ୍ୟା ୫୧୦ ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୦,୫୯୨ ସୁସ୍ଥ ସଂଖ୍ୟା ୮୯,୮୨୯ ଚିକିତ୍ସିତ ସଂଖ୍ୟା ୮୯ ମୃତ ସଂଖ୍ୟା ୬୭୦ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।

Leave A Reply

Your email address will not be published.