ଭୁବନେଶ୍ବର ୧୦/୦୧(ପିପିଟି); ରାଜ୍ୟରେ ନୂତନ ଆକ୍ରାନ୍ତ ସଂଖ୍ୟା ୪୮୨୯ ପଜିଟିଭ ସଂଖ୍ୟା ୧୦,୭୫,୬୯୮ ଚିହ୍ନଟ ହୋଇଛନ୍ତି ୧୦,୪୬,୬୧୭ ଜଣ ସୁସ୍ଥ ହୋଇଥିବା ବେଳେ ୨୦,୫୬୦ ଜଣ ଚିକିତ୍ସିତ ହେଉଛନ୍ତି ଏବଂ ୮୪୬୮ ଜଣଙ୍କର ମୃତ୍ୟୁ ଘଟିଛି ଏବଂ ଅନ୍ଯ ମୃତ୍ୟୁ ୫୩ ହୋଇଛି । ଖୋର୍ଦ୍ଧା ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୧,୮୮,୨୬୬ ସୁସ୍ଥ ସଂଖ୍ୟା ୧,୮୦,୨୬୬ ଚିକିତ୍ସିତ ସଂଖ୍ୟା ୬୪୯୬, ମୃତ ସଂଖ୍ୟା ୧୬୦୮ କଟକ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୯୭,୨୭୮, ସୁସ୍ଥ ସଂଖ୍ୟା ୯୪,୮୬୪ ଚିକିତ୍ସିତ ସଂଖ୍ୟା ୧୫୫୦, ମୃତ ସଂଖ୍ୟା ୮୬୦, ଗଞ୍ଜାମ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୩୪,୨୪୪ ସୁସ୍ଥ ସଂଖ୍ୟା ୩୩,୫୦୩ ଚିକିତ୍ସିତ ସଂଖ୍ୟା ୨୫୦ ମୃତ ସଂଖ୍ୟା ୪୮୩, ସୁନ୍ଦରଗଡ ଜିଲ୍ଲାରେ ଆକ୍ରାନ୍ତ ସଂଖ୍ୟା ୬୪,୫୫୮ ସୁସ୍ଥ ସଂଖ୍ୟା ୬୧,୯୦୨ ଚିକିତ୍ସିତ ସଂଖ୍ୟା ୩୦୬୦, ମୃତ ସଂଖ୍ୟା ୫୯୨ ବୋଲି ସ୍ୱାସ୍ଥ୍ୟ ପରିବାର କଲ୍ୟାଣ ବିଭାଗ ତରଫରୁ ଏହି ସୂଚନା ମିଳିଛି।