ରାଜସୁନାଖଳାରେ ସନ୍ଥ ଭକ୍ତଚରଣ “ପୁସ୍ତକ ଓ ପଲ୍ଲୀଶ୍ରୀ” ମେଳା ।

0 308

ରାଜସୁନାଖଳା,୧୪/୦୨(ପିପିଟି): ରାଜସୁନାଖଳାରେ ବୈଷ୍ଣବ ଧର୍ମର ସାଧନା କରିଥିବା ଭକ୍ତ ଚରଣ ଦାସ ଜୀବନ କାଳରେ ବହୁ କବିତା ରଚନା କରିଯାଇଛନ୍ତି। ୧୭୨୯ରେ ଜନ୍ମ ଲାଭ କରିଥିବା ସ୍ୱର୍ଗତ ଦାସଙ୍କ ପୁସ୍ତକ ପ୍ରତି ରହିଥିବା ଭଲପାଇବା କୁ ଉଜ୍ଜୀବିତ କରିବା ପାଇଁ ରାଜସୁନାଖଳା ଯାତ୍ରା ପଡ଼ିଆ ରେ ସନ୍ଥ ଭକ୍ତଚରଣ “ପୁସ୍ତକ ଓ ପଲ୍ଲୀଶ୍ରୀ” ମେଳା ଉଦଘାଟିତ ହୋଇଯାଇଛି। ଏହି “ପୁସ୍ତକ ଓ ପଲ୍ଲୀଶ୍ରୀ” ମେଳା ଚଳିତ ୧୩ ତାରିଖ ରୁ ଆରମ୍ଭ ହୋଇ ଆସନ୍ତା ୧୭ତାରିଖ ପର୍ଯ୍ୟନ୍ତ ଚାଲିବ ବୋଲି ବୁଦ୍ଧିଜୀବୀ ରାଜିବ ଲୋଚନ ପ୍ରଧାନ କହିଛନ୍ତି।

(ରିପୋର୍ଟ-ସୁଶାନ୍ତ କୁମାର ପ୍ରଧାନ)

Leave A Reply

Your email address will not be published.