ମୋଟାବାଡ଼ି ଗ୍ରାମରେ ଶ୍ମଶାନ ନଥିବାକୁ ବିଷୟକୁ ନେଇ ଓଡିଶା ମାନବାଧିକାର କମିଶନଙ୍କ ପକ୍ଷରୁ ଜିଲ୍ଲାପାଳଙ୍କୁ ନୋଟିସ୍।

0 177

ପୋଲସରା,୧୧/୦୯ (ପିପିଟି) : ଗଞ୍ଜାମ ଜିଲ୍ଲାର ବୁଗୁଡା ବ୍ଲକ ଅନ୍ତର୍ଗତ ମୋଟାବାଡ଼ି ଗ୍ରାମରେ ଶ୍ମଶାନ ଓ ଶବଦାହ ଗୃହ ନଥିବା ପରିପ୍ରେକ୍ଷୀରେ ମାନବାଧିକାର କ୍ଷୁର୍ଣ୍ଣ ହେଉଥିବା ଅଭିଯୋଗ କରି ଓଡିଶା ହାଇ କୋର୍ଟର ଆଡଭୋକେଟ ତଥା ମାନବାଧିକାର କର୍ମୀ ରଞ୍ଜିତ କୁମାର ପାତ୍ର ଏକ ଅଭିଯୋଗ ଓଡିଶା ମାନବାଧିକାର କମିଶନଙ୍କ ନିକଟରେ ଦାଖଲ କରିଥିଲେ। ସେହି ଅଭିଯୋଗକୁ ଗ୍ରହଣ କରି ୦୪/୯/୨୫ ତାରିଖରେ କେଶ ନଂ ୩୧୨୫/୨୦୨୫ ପ୍ରକାରେ ଗଞ୍ଜାମ ଜିଲ୍ଲାପାଳ ନିକଟକୁ ନିର୍ଦ୍ଦେଶ ପ୍ରେରଣ କରି ମୋଟାବାଡ଼ି ଘଟଣା ଅନୁସନ୍ଧାନ କରି ଆସନ୍ତା ୨୮/୧୧/୨୦୨୫ ତାରିଖ ଦିନ ଜଣାଇବାକୁ କହିଛନ୍ତି।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.