ମୃତ ଷଣ୍ଢର ସ°ସ୍କାର କଲେ ୩ ଗୋଟି ସ°ଗଠନ।

0 234

ପୋଲସରା ,୦୫/୦୬(ପିପିଟି) :ଗତ ୪ ତାରିଖ ବୁଧବାର ମଧ୍ୟ ରାତ୍ର ସମୟରେ କୌଣସି ଏକ ଗାଡ଼ିର ଧକ୍କାରେ ପୋଲସରା ସହର ବେଲଗାଁ ଛକ ମୁଖ୍ୟ ସଡ଼କ ପାର୍ଶ୍ବରେ ମରି ପଡ଼ିଥିବା ବୁଲା ଷଣ୍ଢକୁ ସ୍ଥାନୀୟ ଜିବେଦୟା ଚାରେଟିବୁଲ ଟ୍ରଷ୍ଟ ସମେତ ଭିଏଚପି ଏଵଂ ବଜରଙ୍ଗ ଦଳ ଗୋ ସୁରକ୍ଷା ବିଭାଗ କର୍ମୀ ଓ ସଦଶ୍ୟମାନେ ମିଳିତ ଭାବେ ଆଜି ପୁଜାର୍ଚ୍ଚନା ଏଵଂ ନୀତିକାନ୍ତି ସହକାରେ ନିକଟସ୍ଥ ପଡ଼ିଆରେ ସ°ସ୍କାର କରିଛନ୍ତି। ଏହି ତିନି ଗୋଟି ସ°ଗଠନର ଏଭଳି ମାନବିକତା ଏଵଂ ପ୍ରେରଣାଦାୟୀ କାର୍ଯ୍ୟକୁ ନେଇ ସାଧାରଣରେ ପ୍ରଶଂସା କରାଯାଇଛି।

ରିପୋର୍ଟ୍: ସନ୍ତୋଷ କୁମାର ପଣ୍ଡା

Leave A Reply

Your email address will not be published.