ମୃତକଙ୍କ ପରିବାରକୁ ସମବେଦନା ଜଣାଇବା ସହିତ ଆର୍ଥିକ ସହାୟତା କଲେ ପୂର୍ବତନ ମନ୍ତ୍ରୀ। ଜିଲ୍ଲା By Devasmita mohanty On Nov 2, 2024 0 334 Share ବୁଗୁଡା,୦୨/୧୧(ପିପିଟି):ବୁଗୁଡ଼ା ବ୍ଲକ୍ ଅନ୍ତରପଡ଼ା ଗ୍ରାମର ନାବାଳକ ଆଲୋକ ସାହୁ (ବୟସ – ୧୭) ବିଦ୍ୟୁତ୍ ଆଘାତ ରେ ମୃତ୍ୟୁ ବରଣ କରିଥିବା ଖବର ପାଇ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନକୁ ଯାଇ ଶୋକ ସଂତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି। 0 334 Share