ପୋଲସରା,୧୧/୦୬(ପିପିଟି):ପୋଲସରା ବ୍ଲକ ମାଳତେନ୍ତୁଳିଆ ଗ୍ରାମର ନମିତା ସାହୁ(ବୟସ-୪୦) ବିଦ୍ୟୁତ୍ ସଂସ୍ପର୍ଶ ରେ ଆସି ମୃତ୍ୟୁ ବରଣ କରିଥିବା ଖବର ପାଇ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।