ପୋଲସରା,୨୯/୦୫(ପିପିଟି): ପୋଲସରା ବ୍ଲକ ରୁମାଗଡ ଗ୍ରାମର କିଶୋର ଚନ୍ଦ୍ର ସାହୁ(ବୟସ-୩୦) ବିଦ୍ୟୁତ୍ ସ୍ପର୍ଶ ରେ ଆସି ମୃତ୍ୟୁ ବରଣ କରିଥିବା ଖବର ପାଇ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି।