ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ ପୂର୍ବତନ ମନ୍ତ୍ରୀ । ଜିଲ୍ଲା By Devasmita mohanty On Feb 28, 2025 0 142 Share ବୁଗୁଡା,୨୮/୦୨(ପିପିଟି): ବୁଗୁଡ଼ା ବ୍ଲକ୍ ପୁରୁଣା ଦଦରାଖୋଲ ଗ୍ରାମର ପ୍ରଭାକର ସେଠୀ (ବୟସ – ୪୫) ଆକସ୍ମିକ ମୃତ୍ୟୁ ବରଣ କରିଥିବା ଖବର ପାଇ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇବା ସହ ଆର୍ଥିକ ସହାୟତା ପ୍ରଦାନ କରିଛନ୍ତି । 0 142 Share