ମୃତକଙ୍କ ପରିବାରକୁ ଭେଟି ସମବେଦନା ଜଣାଇଲେ ପୂର୍ବତନ ମନ୍ତ୍ରୀ । ଜିଲ୍ଲା By Devasmita mohanty On Feb 5, 2025 0 179 Share ପୋଲସରା,୦୫/୦୨(ପିପିଟି): ପୋଲସରା ବ୍ଲକ ଜେମାଦେଇପୁର ଶାସନ ଗ୍ରାମର ମଙ୍ଗୁଳୁ ପରିଡ଼ା (ବୟସ – ୨୬) ଆକସ୍ମିକ ମୃତ୍ୟୁ ବରଣ କରିଥିବା ଖବର ପାଇ ପୂର୍ବତନ ମନ୍ତ୍ରୀ ଶ୍ରୀକାନ୍ତ ସାହୁ ମୃତକଙ୍କ ବାସଭବନକୁ ଯାଇ ଶୋକ ସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଛନ୍ତି । 0 179 Share