ଭିଜିଲାନ୍ସ ଜାଲରେ ସରକାରୀ ବାବୁ ।

0 231

କେନ୍ଦୁଝରଗଡ,୧୯/୦୨: ଭିଜିଲାନ୍ସ ଜାଲରେ କେନ୍ଦୁଝର ଭୁଅର୍ଜନ (ସାଧାରଣ )ଉପ ବିଭାଗର ଡେପୁଟି କଲେକ୍ଟର ଶରତ ଗିରି । ଚିତ୍ରସେନ ବ୍ରହ୍ମଙ୍କ ଠାରୁ ୫୦ ହଜାର ଟଙ୍କା ଲଞ୍ଚ ନେବାବେକେ ମାଡି ବସିଲା ଭିଜିଲାନ୍ସ ବିଭାଗ । ୨୦ ନମ୍ବର ଜାତୀୟ ରାଜପଥ ର ବନାଯୋଡି ଦେଇ ଯାଇଥିବା ୬ ଥାକିଆ ରାସ୍ତା ବା ୬ ଲେନ ରାସ୍ତା ପାଇଁ ଚିତ୍ରସେନ ବ୍ରହ୍ମଙ୍କର ଦେଢ଼ ଏକର ଜମି ପାଇଁ ସେ ୬ ଲକ୍ଷ ୯୬ ହଜାର ଟଙ୍କା କ୍ଷତି ପୂରଣ ପାଇବାର ଥିଲା । ହେଲେ ଏହି ଟଙ୍କା ଦେବାକୁ ଶରତ ଗିରି ୧୦ ପ୍ରତିଶତ ହିସାବ ରେ ୭୦ ହଜାର ଟଙ୍କା ଲଞ୍ଚ ମାଗିଥିଲେ । ଆଜି ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡି ବସିଲା ଭିଜିଲ୍ଲାନ୍ସ ବିଭାଗ ।

Leave A Reply

Your email address will not be published.