ଭାଙ୍ଗିଲା ପୂଜା ମଣ୍ଡପ ତାଜା, ୩ ଆହତ ।

0 166

କଟକ,୦୧/୧୦: ରାଜାବଗିଚା ଅଞ୍ଚଳରେ ବୁଧବାର ଅଘଟଣ ଘଟିଛି। ସ୍ଥାନୀୟ ପୂଜା ମଣ୍ଡପର ତାଜା ଭାଙ୍ଗି ଯାଇଛି । ଏଥିରେ ୩ ଆହତ ହୋଇଥିଲାବେଳେ ସେମାନଙ୍କୁ ମେଡ଼ିକାଲରେ ଭର୍ତ୍ତି କରାଯାଇଛି । ରଜାବଗିଚା ସର୍ବୋଦୟପୁର ପୂଜା କମିଟି ପକ୍ଷରୁ ପୂଜା ଚାଲିଥିଲା ବେଳେ ଏହି ଅଘଟଣ ଘଟିଥିଲା।

Leave A Reply

Your email address will not be published.