ବ୍ୟାଙ୍କ କର୍ମଚାରୀ ସଂଘ ପକ୍ଷରୁ ବିକ୍ଷୋଭ ।

0 182

କେନ୍ଦୁଝର,୨୨/୦୨ : ବ୍ୟାଙ୍କ କର୍ମଚାରୀ ଯୁନାଇଟେଡ଼ ଫୋରମ ଦ୍ୱାରା ଭାରତୀୟ ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି, ଦ୍ବିପାକ୍ଷିକ ସେଟେଲମେଣ୍ଟ ର ଅବମାନନା, ସ୍ଥାୟୀ ନିଯୁକ୍ତି ନକରିବା ଖାଲିଥିବା ପଦବୀ ପୂରଣ ନକରିବା ପ୍ରତିବାଦ ରେ ଆସନ୍ତା ୨୪ଓ ୨୫ତାରିଖ ରେ ବ୍ୟାଙ୍କ ବନ୍ଦ ଡାକରା ଦିଆ ଯାଇଛି ଏହି ବିକ୍ଷୋଭ ରେ ଏସଵିଆଇ, ପିଏନବି, ବ୍ୟାଙ୍କ ଅଫ ଇଣ୍ଡିଆ, ସିବିଆଇ, ବ୍ୟାଙ୍କ ଅଫ ମହାରାଷ୍ଟ୍ର ର କର୍ମଚାରୀ ମାନେ ସାମିଲ ଥିଲେ, ପ୍ରବୀର ଘୋଷ ଅକ୍ଷୟ ପଟ୍ଟନାୟକ, ସଞ୍ଜୟ ସାହୁ, ତୁଷାର ବେହେରା ଚିନ୍ମୟ ନାୟକ, ହିମାଂଶୁ ନାୟକ, ସଦାନନ୍ଦ ପାତ୍ର, ବିବେକାନନ୍ଦ ନାୟକ, ରିସିପ ଗୌଡ଼ଙ୍କ ସମେତ ଶତାଧିକ କର୍ମଚାରୀ ସାମିଲ ଥିଲେ ।

Leave A Reply

Your email address will not be published.