ବ୍ଲକ ବିଜେଡି ସଭାପତିଙ୍କ ମାତୃ ବିୟୋଗରେ ପୂର୍ବତନ ବିଧାୟକ ସମବେଦନା ଜଣାଇଲେ । ଜିଲ୍ଲା By Devasmita mohanty Last updated Oct 7, 2024 0 244 Share ପୋଲସରା,୦୭/୧୦(ପିପିଟି): ପୋଲସରା ବ୍ଲକ୍ ବିଜେଡ଼ି ସଭାପତି କଳମ୍ବ ଗ୍ରାମର ସୁରେନ୍ଦ୍ରନାଥ ପ୍ରଧାନଙ୍କ ମାତା ସ୍ଵର୍ଗତ ଜମ୍ଭୁ ପ୍ରଧାନଙ୍କ ଦ୍ୱାଦଶାହା କାର୍ଯ୍ୟକ୍ରମରେ ପୋଲସରା ପୂର୍ବତନ ବିଧାୟକ ଶ୍ରୀକାନ୍ତ ସାହୁ ଯୋଗ ଦେବା ସହ ଅମର ଆତ୍ମାର ସଦଗତି କାମନା କରିଛନ୍ତି। 0 244 Share