ବେଆଇନ ବାଣ କାରବାରରେ ୨ଗିରଫ ।

0 286

ଭଞ୍ଜନଗର, ୧୫/୧୦(ପିପିଟି ):ବୁଗୁଡା ଥାନା ଅନ୍ତର୍ଗତ ବାଲିପଦର ଫାଣ୍ଡି ଅଞ୍ଚଳରେ ବେଆଇନ ବାଣ ଗଛିତ ରଖିଥିବା୨ଜଣ ବ୍ୟବସାୟୀଙ୍କ ଠାରୁ ପୋଲିସ ବିପୁଳ ପରିମାଣରେ ବାଣ ଜବତ କରିବା ସହ୨ଜଣଙ୍କୁ ଗିରଫ କରିଛି।ସେ8ହେଲେ ବାଲି ପଦର ମୁଖ୍ୟ ରାସ୍ତାରେ ରହୁଥିବା ପ୍ରଶାନ୍ତ ପୋଲେଇ (୪୦) ଏବଂ ଡେଙ୍ଗାପଦର ଗ୍ରାମର ଚିତ୍ରସେନ ପ୍ରଧାନ(୫୪)।ଉଭୟଙ୍କ ନାମରେ ବେଆଇନ ବାଣ ଗଛିତ ଓ ବିକ୍ରିକୁ ନେଇ ମାମଲା ରୁଜୁ କରାଯାଇଛି।

ରିପୋର୍ଟ୍ -(ଜେ.କେ ପଟ୍ଟନାୟକ)

Leave A Reply

Your email address will not be published.