ବିଶ୍ଵ ନିକେତନ ଜରାନିବାସରେ ସ୍ୱାଧୀନତା ଦିବସ ପାଳିତ ।

0 185

ବ୍ରହ୍ମପୁର,୧୫/୦୮(ପିପିଟି):ରାମଚନ୍ଦ୍ରପୁର ସ୍ଥିତ ଜରାନିବାସ ରେ ଅନ୍ତେବାସୀଙ୍କ ଗହଣରେ ମହାନ ସଙ୍ଘ ପକ୍ଷରୁ ସ୍ୱାଧୀନତା ଦିବସ ଅବସରରେ ସଭାପତି ସୁଶାନ୍ତ କୁମାର ସାବତ ଜାତୀୟ ପତ୍ତକା ଉତ୍ତଳନ କରିଥିଲେ । ଏହି ଅବସରରେ ଅନ୍ତେବାସୀଙ୍କୁ ବିସ୍କୁଟ ଓ ଦରକାରୀ ସାମଗ୍ରୀ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ସଦସ୍ୟ ସଦସ୍ୟା ଓ କର୍ମଚାରୀ ମାନେ ଅଂଶ ଗ୍ରହଣ କରିଥିଲେ ।

Leave A Reply

Your email address will not be published.