ବୁଗୁଡା,୦୫/୧୦(ପିପିଟି): ବୁଗୁଡ଼ା ବ୍ଲକ୍ ବିରଞ୍ଚିପୁର ଓ ବି.ବ୍ରହ୍ମପୁର ଗ୍ରାମ ଠାରେ ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ପୋଲସରା ପୂର୍ବତନ ବିଧାୟକ ଶ୍ରୀକାନ୍ତ ସାହୁ ଜନ ସମ୍ପର୍କ ପଦଯାତ୍ରା ରେ ଯୋଗ ଦେଇଛନ୍ତି।ଜନ ପ୍ରତିନିଧି ଓ ବିଜୁ ଜନତା ଦଳର କର୍ମୀ ମାନେ ଉପସ୍ଥିତ ଥିଲେ।