ବିଭିନ୍ନ ସ୍ଥାନରେ ମାସନ୍ତ ମେରୁ ଯାତ୍ରା ଅନୁଷ୍ଠିତ ।

0 216

କୋଦଳା,୧୩/୦୪(ପିପିଟି) : ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକ୍ ଅଞ୍ଚଳର ଷଣ୍ଢମୂଳ ,ତାଳସର ,ମାଳ ବେଲପଡ଼ା ଆଦି ସମେତ ବିଭିନ୍ନ ସ୍ଥାନର ଆଜି ମେରୁ ଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମେରୁ ପଡିଆ ରେ ଧୁଳି ଦଣ୍ଡ, ପାଣି ଦଣ୍ଡ, ହୋମ ଆଦି ପୂଜାର୍ଚ୍ଚନା ସହ ମା ଙ୍କ ବିଭିନ୍ନ ନିତିକାନ୍ତି ଅନୁଷ୍ଠିତ ହୋଇଯାଇଛି । ଶେଷରେ ମେରୁ କାର୍ଯ୍ୟକ୍ରମ ସମାପନ ହୋଇଯାଇଛି। ଏଥିରେ ବହୁ ଶ୍ରଦ୍ଧାଳୁ ଭକ୍ତମାନେ ଯୋଗ ଦେଇଥିଲେ ।

(ରିପୋର୍ଟ- ସୂର୍ଯ୍ୟନାରାୟଣ ବଡୁ ।)

Leave A Reply

Your email address will not be published.